କାହା ପାଇଁ ବିଷ ପିଇଲେ ପୁଲିସ ମ୍ୟାଡାମ ?

ପୁଲିସ ମ୍ୟାଡାମ ପିଇଦେଲେ ବିଷ । ଭଡ଼ା ଘରେ ଥିବାବେବେଳେ ମହିଳା ଏସଆଇ କାଜଲ ବାଗ ବିଷ ପିଇଦେଇଛନ୍ତି ।

Manoj Swain
  • Published: Friday, 25 August 2023
  • Updated: 25 August 2023, 05:00 PM IST

Sports

Latest News

ପୁଲିସ ମ୍ୟାଡାମ ପିଇଦେଲେ ବିଷ । ଭଡ଼ା ଘରେ ଥିବାବେବେଳେ ମହିଳା ଏସଆଇ କାଜଲ ବାଗ ବିଷ ପିଇଦେଇଛନ୍ତି । ପ୍ରଥମେ ଫୋନରେ କାହା ସହ କଥା ହେଉଥିଲେ, ପରେ ଜୋରରେ ପାଟିତୁଣ୍ଡ ଶୁଭିଥିଲା । ଆଉ ଏହାର କିଛି ଘଣ୍ଟାପରେ ଅନ୍ୟଜଣେ ପୁଲିସ ବାବୁ ଆସି ପହଁଚିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos