କାହା ପାଇଁ ବିଷ ପିଇଲେ ପୋଲିସ ମ୍ୟାଡାମ ? | Police SI consumed Poison After Verbal duel | Odisha Reporter
Advertisment
ପୁଲିସ ମ୍ୟାଡାମ ପିଇଦେଲେ ବିଷ । ଭଡ଼ା ଘରେ ଥିବାବେବେଳେ ମହିଳା ଏସଆଇ କାଜଲ ବାଗ ବିଷ ପିଇଦେଇଛନ୍ତି । ପ୍ରଥମେ ଫୋନରେ କାହା ସହ କଥା ହେଉଥିଲେ, ପରେ ଜୋରରେ ପାଟିତୁଣ୍ଡ ଶୁଭିଥିଲା । ଆଉ ଏହାର କିଛି ଘଣ୍ଟାପରେ ଅନ୍ୟଜଣେ ପୁଲିସ ବାବୁ ଆସି ପହଁଚିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us