ହିନ୍ଦୀ ଦିଦିଙ୍କ 420 କାହାଣୀ | Odisha Reporter
ନକଲି ସାର୍ଟିଫିକେଟକୁ ନେଇ ପୁଣି ଚର୍ଚ୍ଚାରେ ବଲାଙ୍ଗିର ସହର । ପୂର୍ବରୁ ଡାକ ବିଭାଗରୁ ସାମ୍ନାକୁ ଆସିଥିଲା ନକଲି ସାର୍ଟିଫିକେଟର କେଳେଙ୍କାରୀ । ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ଏବେ ଶିକ୍ଷା ବିଭାଗରୁ ସାମ୍ନାକୁ ଆସିଛି ଏଭଳି କିଛି ଚିତ୍ର । ଦେଖନ୍ତୁ ଏହି ୪୨୦ ହିନ୍ଦୀ ମାଷ୍ଟ୍ରାଣୀଙ୍କୁ । ଦିଦିଙ୍କ ନା ହେଉଛି ମୃଣ୍ମୟୀ ପଣ୍ଡା । ନକଲି ସାର୍ଟିଫିକେଟ ଦେଇ ବଲାଙ୍ଗିର ପୁଇଁନ୍ତଲା ବ୍ଳକରେ ଥିବା ରଣ୍ଡା ହାଇସ୍କୁଲରେ ହିନ୍ଦୀ ଶିକ୍ଷୟତ୍ରୀ ପଦ ହାତେଇଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
