ଏ ମହିଳା ଲୁଟେରାଙ୍କୁ ଦୂରୁ ଜୁହାର, ଅଣ୍ଟାରୁ ବାହାରିଲା ଖଡ଼ଖଡ଼ିଆ ନୋଟ୍ || Women Lootera Gang || Mo Bus || OR
Advertisment
ଭୁବନେଶ୍ୱରରେ ମୋ ବସରୁ ଲୁଟ୍ କରୁଥିବା ମହିଳା ଗ୍ୟାଙ୍ଗ ଗିରଫ। ଛତିଶଗଡ଼ର ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ। ସେମାନଙ୍କ ନିକଟରୁ ୨୩ ହଜାର ଟଙ୍କା ଜବତ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us