Advertisment

ବାହା ହେବା ପାଇଁ କହୁଥିଲେ! ରାଜି ନହେବାରୁ ବେକ କାଟି ହତ୍ୟା

ଗତ ୨୭ ତାରିଖରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା।

Advertisment

ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ବାହା ହେବା ପାଇଁ କହୁଥିଲେ! ହେଲେ ମହିଳା ଜଣକ ରାଜି ନହେବାରୁ ବେକ କାଟି ହତ୍ୟା କରିଥିଲେ ଏକ ତରଫା ପ୍ରେମିକ। ଗତ ୨୭ ତାରିଖରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା। ଗତକାଲି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାରୀ ହତାସିଆ ପ୍ରେମିକକୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Murder Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe