Sports

Latest News

ପୁଲିସ ମାଡ ଡରରେ ଯୁବକଙ୍କ ଆତ୍ମହତ୍ୟା!

ପୋଲିସ ମାଡ ଡରରେ ଯୁବକଙ୍କ ଆତ୍ମହତ୍ୟା!  | Odisha Reporter
  • Crime
  • Tuesday, 24 January 2023

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଧାତିକା ପଞ୍ଚାୟତ ଶରଡିହା ଗାଁର ରଜପାଣି ପାତ୍ର। ଗମ୍ଭାରୀ ଗଛରେ ବେକରେ ଗାମୁଛା ଲାଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।