Advertisment

ସାହୁକାରଙ୍କ ଅପମାନ ସହି ନପାରି ଆତ୍ମହତ୍ୟା କଲେ ଯୁବକ

ସାହୁକାରଙ୍କ ଅପମାନ ଓ ନିର୍ଯାତନା ଅସମ୍ଭାଳ ହେଲା, ତେଣୁ ଝୁଲି ପଡ଼ିଲେ ଯୁବକ।

ଅଦ୍ୟତନ ହୋଇଛି
Advertisment

୫ ପ୍ରତିଶତ ସୁଧରେ ଋଣ କରି ବାହା ହୋଇଥିଲେ। ଧୀରେ ଧୀରେ ଋଣ ଟଙ୍କା ସୁଝିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ସାହୁକାର(ମହିଳା)ଙ୍କ ଅପମାନ ଓ ନିର୍ଯାତନା ଅସମ୍ଭାଳ ହେଲା। ତେଣୁ ଝୁଲି ପଡ଼ିଲେ ଯୁବକ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha Suicide Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe