Advertisment

ଯୁବକଙ୍କ ହତ୍ୟା କରି ନାଳରେ ଫିଙ୍ଗିଦେଲେ!

ନିଲୁଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
police station

police station

Advertisment

ଯୁବକଙ୍କ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟଛି ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଶାସନର। ମୃତ ଯୁବକ ଜଣଙ୍କ ନିଲୁ ବିଷୋୟୀ(୩୫) ବର୍ଷ।

Advertisment

ଗତକାଲି ନିଲୁ ବାହାରକୁ ଯାଇ କୌଣସି କାମରେ ଯାଇଥିଲେ। ରାତିରେ ଘରକୁ ଆଉ ଫେରିନଥିଲେ।ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ନିଲୁଙ୍କ ମୃତଦେହ ଚୂନ ନାଳ ନିକଟରୁ ମିଳିଥିଲା। ନିଲୁଙ୍କ ବେକର କ୍ଷତ ଚିହ୍ନ ରହିଛି।

ନିଲୁଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମୃତ ନିଲୁଙ୍କର ସ୍ତ୍ରୀ ,ପୁଅ ଓ ଦୁଇ ଝିଅ ଅଛନ୍ତି।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe