Advertisment

ପ୍ରେମ ପାଇଁ ଝୁଲି ପଡ଼ିଲା ପୁଅ !

ଭୁବନେଶ୍ୱର ଜିଜିପି କଲୋନୀରେ ମେସ୍‌ କରି ରହୁଥିବା ୨୪ ବର୍ଷୀୟ ଯୁବକ ହେଲେ ସଚିତ୍ର ବାରିକ। ସେ ରାଜଧାନୀର ଗୋଟିଏ ଶପିଂ ମଲରେ କାମ କରୁଥିଲେ।

Advertisment

ଏ ଭିଡିଓ ଦେଖି କିଏ କେବେ ଭାବିବେନି, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେବେ। ମୃତ ଯୁବକ ହେଲେ ସଚିତ୍ର ବାରିକ। ଭିଡିଓ କରି ସୋଶାଲ ମିଡିଆରେ ଛାଡୁଥିଲେ ଆଉ ନିଜ ଦୁନିଆରେ ବେଶ ଖୁସିରେ ଥିଲେ। ଭୁବନେଶ୍ବରର ଏକ ସପିଂ ମଲରେ କାମ କରି ରୋଜଗାର କରୁଥିଲେ। କିନ୍ତୁ କଣ ଘଟିଲା ଯେ, ଭୁବନେଶ୍ବରର ଏକ ଭଡ଼ାଘରେ ଝୁଲିପଡ଼ିଲେ ସଚିତ୍ର।  ତାଙ୍କ ଘର ବାଲିପାଟଣା ଅଞ୍ଚଳରେ।

Advertisment
Bhubaneswar Odisha Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe