Advertisment

ପୁତୁରାକୁ ହାଣିଦେଲା ଦାଦା

ଜମିବାଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

undefined

Murder

Advertisment

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡ଼ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମଧୁ ସୁଦନ ଜେନା।ମଧୁସୁଦନଙ୍କ ଦାଦା ପ୍ରସନ୍ନ ଜେନା ଓ ତାଙ୍କ ପୁଅ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। 

Advertisment

ଗତକାଲି ରାତିରେ କୌଣସି କଥାକୁ ନେଇ ମଧୁସୁଦନ ଓ ତାଙ୍କ ଦାଦା ପ୍ରସନ୍ନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା।ପ୍ରସନ୍ନ ଓ ତାଙ୍କ ପୁଅ ଏକ ଧାରୁଆ ଅସ୍ତ୍ର ଆଣି ମଧୁସୁଦନଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ମଧୁସୁଦନଙ୍କର ମୃତ୍ୟୁ ଘଟିଥିଲା। 

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଜମିବାଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 

Advertisment
Ganjam Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe