/odisha-reporter/media/post_attachments/uploads/2015/10/malkangiri.jpg)
malkangiri
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ରାଜଲକୋଣ୍ଡା ଜଙ୍ଗଲରୁ ବିଏସଏଫ ଯବାନମାନେ ୧୦୦୦ଟି ଜିଲୋଟିନ୍ ଷ୍ଟବ୍ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ। ଏତେ ପରିମାଣର ବିସ୍ଫୋରଣ ପାଇବା ପରେ ମାଓବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଥିବା କଥା କୁହାଯାଉଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ପୋଲିସ ବହୁ ପରିମାଣର ବିସ୍ଫୋରକ ଜବତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
