Advertisment

ମାଲକାନଗିରି: ରାଜଲକୋଣ୍ଡା ଜଙ୍ଗଲରୁ ଏକ କୁଇଣ୍ଟାଲରୁ ଅଧିକ ଜିଲେଟିନ୍ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ରାଜଲକୋଣ୍ଡା ଜଙ୍ଗଲରୁ ବିଏସଏଫ ଯବାନମାନେ ୧୦୦୦ଟି ଜିଲୋଟିନ୍ ଷ୍ଟବ୍ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ଏକ କୁଇଣ୍ଟାଲ ହେବ। ଏତେ ପରିମାଣର ବିସ୍ଫୋରଣ ପାଇବା ପରେ ମାଓବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଥିବା କଥା କୁହାଯାଉଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ପୋଲିସ ବହୁ ପରିମାଣର ବିସ୍ଫୋରକ ଜବତ କରିଛି।

malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe