‘ଦେଖି ପାରିବିନି ସିନା କାଳିଆକୁ ଡାକି ପାରିବି’

'ଦେଖି ପାରିବିନି ସିନା ଡାକି ତ ପାରିବି'। ଏ ଦୁଃଖିକୁ ଉଦ୍ଧାର କର ମହାବାହୁ। ସେ ଜନ୍ମରୁ ଦୃଷ୍ଟୀହିନ, ହେଲେ ସେ ନିଜକୁ କେବେ ଅକ୍ଷମ ମାନିନାହିଁ। ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗକୁ ବଢିବାର ପ୍ରେରଣା ଦେଇଛି । ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କୋଡିବାହାଲ ଭିନ୍ନକ୍ଷମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମଂଟୁ ସୁନ୍ଦର ଭଜନ ଗାଇଛନ୍ତି।

Manoj Swain
  • Published: Monday, 06 February 2023
  • Updated: 06 February 2023, 01:24 PM IST

Trending

Photos

Videos