""
କଳା ବୌଦ୍ଧ ‘ଦେଖି ପାରିବିନି ସିନା କାଳିଆକୁ ଡାକି ପାରିବି’ 'ଦେଖି ପାରିବିନି ସିନା ଡାକି ତ ପାରିବି'। ଏ ଦୁଃଖିକୁ ଉଦ୍ଧାର କର ମହାବାହୁ। ସେ ଜନ୍ମରୁ ଦୃଷ୍ଟୀହିନ, ହେଲେ ସେ ନିଜକୁ କେବେ ଅକ୍ଷମ ମାନିନାହିଁ। ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗକୁ ବଢିବାର ପ୍ରେରଣା ଦେଇଛି । ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ କୋଡିବାହାଲ ଭିନ୍ନକ୍ଷମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମଂଟୁ ସୁନ୍ଦର ଭଜନ ଗାଇଛନ୍ତି। Manoj Swain 06 Feb 2023 13:24 IST ‘ଦେଖି ପାରିବିନି ସିନା ଡାକି ପାରିବି’... | Odisha Reporter Odisha Boudh Kalia Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ