Advertisment

ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲଲାଙ୍କ ମୁଖମଣ୍ଡଳ

ପରିବର୍ତ୍ତନ ଏମିତି, ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ ।

Advertisment

ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲଲାଙ୍କ ମୁଖ ମଣ୍ଡଳ। ମୂର୍ତ୍ତି ତିଆରି ସରିବା ପରେ ଯେମିତି ଦିଶୁଥିଲେ ପ୍ରାଣ ପ୍ରତିଷ୍ଠା ପରେ ତା ଠୁ ସମ୍ପର୍ଣ୍ଣ ଅଲଗା ଦେଖାଯାଇଛନ୍ତି ରାମଲଲା। ଖୋଦ୍ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏମିତି କହିଛନ୍ତି। 7 ମାସ ଲାଗି ଯେଉଁ ମୂର୍ତ୍ତିକୁ ମୁଁ ଗଢ଼ିଥିଲି ତାହା ପ୍ରାଣ ପ୍ରତିଷ୍ଠା ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିବା ସେ କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe