ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ ହେବ। ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସବୁ କରାଯାଇଛି। ପୂରା ଅଯୋଧ୍ୟା ଏବେ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ହୋଇଛି। ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଗର୍ଭଗୃହର ଚିତ୍ର। ରାତିର ଅନ୍ଧାରରେ ବେଶ ଆକର୍ଷଣୀୟ ଦେଖାଯାଉଛି ଗର୍ଭଗୃହ। ଝଲସୁଛି ପୂରା ଅଯୋଧ୍ୟା। ସେହିଭଳି କାରିଗରର ପ୍ରତ୍ୟେକଟି କାରିଗରୀ ଯେମିତି କଥା କହୁଛି। ଦେଖିଲେ ଲାଗିବ ଆତ୍ମତୃପ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Art
ବାଲୁକା କଳା ମାଧ୍ୟମରେ ନବବର୍ଷର ଶୁଭେଚ୍ଛା
ପୁରୀ ବେଳାଭୂମିରେ ବାଲୁକା କଳାରେ ଶ୍ରୀ ଜଗନ୍ନାଥଙ୍କ କଳାକୃତି ପ୍ରସ୍ତୁତ କରିଛନ୍ତି
Art
ଅଦରକାରୀ ସାମଗ୍ରୀରୁ ସୁନ୍ଦର କଳାକୃତି
ଚିତ୍ରକଳା ମାଧ୍ୟମରେ ପରିବେଶ ସୁରକ୍ଷା ଦେବା ହେଉଛି ଅଭିପ୍ସାଙ୍କ ବାର୍ତ୍ତା।
Art
କଟକ ରୁପା ତାରକସୀକୁ ଜିଆଇ ଟ୍ୟାଗ୍
କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।
Art
ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିଲା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ସେଥି ମଧ୍ୟରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାରି ହୋଇପଡ଼ିଥିଲା। ଓଡ଼ିଶାର କଳା, ସଂସ୍କୃତି, ନାରୀ ସଶକ୍ତିକରଣକୁ ସେଥିରେ ସ୍ଥାନୀତ କରାଯାଇଥିଲା।
Interview
ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ
କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।