ଧୋତି ପିନ୍ଧାଇଦେଲେ ସେବାୟତ | Odisha Reporter
ଶ୍ରୀମନ୍ଦିରକୁ ଆସିଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବେ । ଏନେଇ ସଚେତନ କରିବାକୁ ସେବାୟତମାନଙ୍କ ଉଦ୍ୟମ । ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତଙ୍କୁ ଅଟକାଇ ପୋଷାକ ବାବଦରେ ସଚେତନ କଲେ ସେବାୟତ। ନୂଆ ଲୁଗା ପିନ୍ଧାଇ ମନ୍ଦିର ଭିତରକୁ ଛାଡ଼ିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
