Advertisment

ଧୋତି ପିନ୍ଧାଇଦେଲେ ସେବାୟତ

ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତଙ୍କୁ ଅଟକାଇ ପୋଷାକ ବାବଦରେ ସଚେତନ କଲେ ସେବାୟତ। ନୂଆ ଲୁଗା ପିନ୍ଧାଇ ମନ୍ଦିର ଭିତରକୁ ଛାଡ଼ିଲେ ।

Advertisment

ଶ୍ରୀମନ୍ଦିରକୁ ଆସିଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବେ । ଏନେଇ ସଚେତନ କରିବାକୁ ସେବାୟତମାନଙ୍କ ଉଦ୍ୟମ । ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତଙ୍କୁ ଅଟକାଇ ପୋଷାକ ବାବଦରେ ସଚେତନ କଲେ ସେବାୟତ। ନୂଆ ଲୁଗା ପିନ୍ଧାଇ ମନ୍ଦିର ଭିତରକୁ ଛାଡ଼ିଲେ ।

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe