ଭାଷା ପ୍ରୀତି ନା ଥୋପ ? | SOCIAL DEBATE| Love For Language Or Politics ?|Biswa Odia Bhasha Sammilani |
ଭାଷା କେବଳ ମନର ଭାବନାକୁ ପରିପ୍ରକାଶର ଏକ ମାଧ୍ୟମ ନୁହେଁ । ଭାଷା ଏକ ରୁଦ୍ଧିମନ୍ତ ଐତିହ୍ୟ ଓ ଇତିହାସର ପ୍ରୟୋଗଶାଳା। ଯାହା ଭାଷା ଯେତେ ସୁଦୃଢ, ସେ ଜାତି ସେତେ ଶକ୍ତ । ଓଡ଼ିଆ ଏକ ଭାଷା ନୁହେଁ ଏହା ଏ ଜାତିର ସ୍ୱର୍ଣିମ ପୃଷ୍ଠାକୁ ମହିମା ମଣ୍ଡନ କରେ । ଆଜି ଭାଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଉତ୍ସବ ହେଉଛି । କିନ୍ତୁ ସତରେ ଆମେ ଆମ ଭାଷା ପ୍ରତି ସେତିକି ଦାୟିତ୍ୱବୋଧ ତ ? ଆମ ଓଡ଼ିଆ ଭାଷା ଆଜି କେଉଁଠି ପହଞ୍ଚିଛି ? ଗ୍ରାଉଣ୍ଡ ଜିରୋର ସ୍ଥିତି ଦେଖନ୍ତୁ, ଓଡ଼ିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE)ରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
