ଭାଷା କେବଳ ମନର ଭାବନାକୁ ପରିପ୍ରକାଶର ଏକ ମାଧ୍ୟମ ନୁହେଁ । ଭାଷା ଏକ ରୁଦ୍ଧିମନ୍ତ ଐତିହ୍ୟ ଓ ଇତିହାସର ପ୍ରୟୋଗଶାଳା। ଯାହା ଭାଷା ଯେତେ ସୁଦୃଢ, ସେ ଜାତି ସେତେ ଶକ୍ତ । ଓଡ଼ିଆ ଏକ ଭାଷା ନୁହେଁ ଏହା ଏ ଜାତିର ସ୍ୱର୍ଣିମ ପୃଷ୍ଠାକୁ ମହିମା ମଣ୍ଡନ କରେ । ଆଜି ଭାଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଉତ୍ସବ ହେଉଛି । କିନ୍ତୁ ସତରେ ଆମେ ଆମ ଭାଷା ପ୍ରତି ସେତିକି ଦାୟିତ୍ୱବୋଧ ତ ? ଆମ ଓଡ଼ିଆ ଭାଷା ଆଜି କେଉଁଠି ପହଞ୍ଚିଛି ? ଗ୍ରାଉଣ୍ଡ ଜିରୋର ସ୍ଥିତି ଦେଖନ୍ତୁ, ଓଡ଼ିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE)ରେ ।