Advertisment

ମୂଳଦୁଆ ଟଳମଳ, ଓଡ଼ିଆ ଭାଷା କେମିତି ହେବ ସବଳ ?

ଓଡ଼ିଆ ଭାଷା ସମ୍ମିଳନୀ ହେଲା ପୂରା ରାଜ୍ୟରେ ଜୋରଦାର ପ୍ରଚାର ହେଲା କିନ୍ତୁ ଦୁର୍ଭାଗ୍ୟର କଥା, ସ୍କୁଲରେ ଓଡ଼ିଆ ଶିକ୍ଷକ ନାହାଁନ୍ତି।

Advertisment

ଓଡ଼ିଆ ଭାଷା ସମ୍ମିଳନୀ ହେଲା ପୂରା ରାଜ୍ୟରେ ଜୋରଦାର ପ୍ରଚାର ହେଲା କିନ୍ତୁ ଦୁର୍ଭାଗ୍ୟର କଥା, ସ୍କୁଲରେ ଓଡ଼ିଆ ଶିକ୍ଷକ ନାହାଁନ୍ତି। ଯେତେବେଳେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର କଥା ଚିନ୍ତା କରୁଛନ୍ତି, ସେତେବେଳେ ରାଜ୍ୟ ଶିକ୍ଷା ବିଭାଗର ଦାୟିତ୍ବ ହୀନତା ଜଳଜଳ କରି ଦିଶୁଛି। ସ୍କୁଲରୁ ଛାତ୍ରଛାତ୍ରୀଙ୍କ ମୂଳଦୁଆ ପଡ଼େ। କିନ୍ତୁ ସ୍କୁଲରେ ଓଡ଼ିଆ ଶିକ୍ଷକ ନାହାନ୍ତି। ପିଲାମାନେ ଉନ୍ନତ ଓଡ଼ିଆ ଭାଷା କହିବେ କେମିତି ଆଉ ଲେଖିବେ କେମିତି? ମାଟ୍ରିକ ପରୀକ୍ଷାକୁ ଆଉ ଦିନ କେଇଟା ଥିବାବେଳେ ଓଡ଼ିଆ ପାଠପଢାରୁ ବଞ୍ଚିତ ହୋଇଛନ୍ତି ସ୍କୁଲ ପିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
First World Odia Language Conference Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe