Advertisment

ଅଲୌକିକ ନା ଆଉ କିଛି?

ଶ୍ରୀକ୍ଷେତ୍ରର ଶୈବପୀଠ ଓଁକାରେଶ୍ୱରର ଏହି ମନୋମୁଗ୍ଧକର, ଆଧ୍ୟାତ୍ମିକ ଦୃଶ୍ୟ ପ୍ରତିଟି ଶିବ ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା। ଗତ ଶୁକ୍ରବାର ଓଁକାରେଶ୍ୱର ମହାଦେବଙ୍କ ମନ୍ଦିର ଭିତରେ ପ୍ରତିଷ୍ଠା ହୋଇଥିଲା ୧୦୮ ଶିବଲିଙ୍ଗ। ତହିଁରୁ ଗୋଟିଏ ଶିବଲିଙ୍ଗରେ ଗୁଡ଼ାଇ ହୋଇଥିଲା ବିରାଟ ଏକ ନାଗ ସାପ।

author-image
Debendra Prusty

ଶ୍ରୀକ୍ଷେତ୍ରର ଶୈବପୀଠ ଓଁକାରେଶ୍ୱରର ଏହି ମନୋମୁଗ୍ଧକର, ଆଧ୍ୟାତ୍ମିକ ଦୃଶ୍ୟ ପ୍ରତିଟି ଶିବ ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା। ଗତ ଶୁକ୍ରବାର ଓଁକାରେଶ୍ୱର ମହାଦେବଙ୍କ ମନ୍ଦିର ଭିତରେ ପ୍ରତିଷ୍ଠା ହୋଇଥିଲା ୧୦୮ ଶିବଲିଙ୍ଗ। ତହିଁରୁ ଗୋଟିଏ ଶିବଲିଙ୍ଗରେ ଗୁଡ଼ାଇ ହୋଇଥିଲା ବିରାଟ ଏକ ନାଗ ସାପ। 

Advertisment
Odisha Shiva Miracle God And Snake Lord Shiva