ଭୁଲ ମାଗିଲେ ମନୋଜ || Actor Manoj Mishra || Fakir Mohan Senapati || Odisha Reporter
ବ୍ୟାସକବି ଫକୀର ମୋହନ ସେନାପତିଙ୍କର ଯାହା ବି ଲେଖା ଅଛି, ତା’ ଉପରେ ପ୍ରଶ୍ନ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ନା ମୁଁ ଫକୀର ମୋହନ ସେନାପତିଙ୍କୁ ସେତିକି ପଢ଼ିଛି ନା ଓଡ଼ିଆ ସାହିତ୍ୟ ବିଷୟରେ ମୋର ସେତିକି ଜ୍ଞାନ ଅଛି। ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ସାହିତ୍ୟରେ ଯେତିକି ଜ୍ଞାନ ରହିବା କଥା, ତା’ଠାରୁ ବି କମ୍ ଜ୍ଞାନ ମୋର ଅଛି। ମୋର କିଛି ମନ୍ତବ୍ୟ ଦେଖି କିଛି ଲୋକ ମୋତେ ସାହିତ୍ୟ ଭିତରକୁ ଟାଣି ଆଣିଲେ। ସେଥିପାଇଁ ମୋ କଥା ଯଦି ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି, ତା’ହେଲେ ମୁଁ ହାତଯୋଡ଼ି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us