Advertisment

ଓଡ଼ିଆରେ ଓଡ଼ିଆ ଶାସନ ନଚାଲିଲେ କିଏ କାହିଁକି ଓଡ଼ିଆ ପଢ଼ିବ?

ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ।

author-image
Manoj Swain

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରେ ଏମିତି ୧୮ଟି ସଂକଳ୍ପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। କିନ୍ତୁ ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏଇଥିରୁ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଓଡ଼ିଆ ଭାଷା ପ୍ରତି କେତେ ନିଷ୍ଠା ! ଦେଖନ୍ତୁ ପୂରା ରିପୋର୍ଟ। 

Advertisment
First World Odia Language Conference Odisha