Advertisment

ଓଡ଼ିଆରେ ଓଡ଼ିଆ ଶାସନ ନଚାଲିଲେ କିଏ କାହିଁକି ଓଡ଼ିଆ ପଢ଼ିବ?

ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ।

Advertisment

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରେ ଏମିତି ୧୮ଟି ସଂକଳ୍ପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। କିନ୍ତୁ ଓଡ଼ିଆରେ ଓଡ଼ିଶାର ଶାସନ ଚଳେଇବାକୁ କୌଣସି ପ୍ରସ୍ତାବ କିମ୍ବା ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏଇଥିରୁ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଓଡ଼ିଆ ଭାଷା ପ୍ରତି କେତେ ନିଷ୍ଠା ! ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha First World Odia Language Conference
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe