ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ହେଲେ କାନ୍ଥ ବାଡ଼ରେ ପ୍ରସିଦ୍ଧ ଲେଖକ ଏବଂ କବିଙ୍କ ନାମ ଭୁଲ ଲେଖାଯାଉଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ ପୂରା ରିପୋର୍ଟ।