Advertisment

ପରିକ୍ରମା ପ୍ରକଳ୍ପରେ ଏସବୁ କୁଆଡ଼େ ଗଲା ?

ସିଂହଦ୍ୱାରକୁ ଛାଡି ବାକି ତିନି ଦ୍ୱାରରେ କେବଳ ଟୟଲେଟ ନିର୍ମାଣ ହୋଇଛି ।

Advertisment

ପରିକ୍ରମା ପ୍ରକଳ୍ପ ଉଦଘାଟନ କରିବାକୁ ସରକାର ବହୁ ତତ୍ପର । କିନ୍ତୁ ଯାହା ଥ୍ରୀଡି ପ୍ରତିକୃତିରେ ଦେଖାଯାଇଥିଲା । ବାସ୍ତବରେ ତାହା ହୋଇନଥିବା ଅଭିଯୋଗ । ଯାହା ଦେଖାଯାଇଥିଲା, ତାହା ସହ ଖାପ ଖାଉନି ନିର୍ମାଣ ହୋଇଥିବା ପ୍ରକଳ୍ପ । ସିଂହଦ୍ୱାରକୁ ଛାଡି ବାକି ତିନି ଦ୍ୱାରରେ କେବଳ ଟୟଲେଟ ନିର୍ମାଣ ହୋଇଛି । ଜାନୁଆରୀ ୧୭ରେ ଯେଉଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଉଦଘାଟନ ପାଇଁ ସରକାର ଏତେ ତରତର। କିନ୍ତୁ ବାସ୍ତବରେ ପ୍ରକଳ୍ପରେ ନାହିଁ ଏସବୁ...। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe