Advertisment

କାଳିଆ ଦାଣ୍ଡରେ କାନ୍ଦିଲେ ମା'

ଲମ୍ବା ଧାଡ଼ିରେ ଠିଆ ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିବା ବେଳେ ଭୋ ଭୋ ହୋଇ କାନ୍ଦିଲେ ଜଣେ ବୃଦ୍ଧା ।

Advertisment

ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା । ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଶ୍ରଦ୍ଧାଳୁ । ଲମ୍ବା ଧାଡ଼ିରେ ଠିଆ ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିବା ବେଳେ ଭୋ ଭୋ ହୋଇ କାନ୍ଦିଲେ ଜଣେ ବୃଦ୍ଧା ।

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe