ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ତା’ ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ସବୁ କାମ ସାରି ପ୍ରଶାସନକୁ ପରିକ୍ରମାସ୍ଥଳୀ ଆଜି ହସ୍ତାନ୍ତର କରିବ।
ପୁରୀ ପୁଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଲ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ। ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ।
Also Read
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହା ପରେ ଲୋକାର୍ପଣ ଉତ୍ସବ ପାଇଁ ପୁରୀକୁ 60ଟି ବସ୍ ଗଡ଼ିବ ବୋଲି ସୂଚନା ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ହମାରା ମାଲା, ଆପ୍ କା ମାଲ୍!
ଗୁରୁ ଶବ୍ଦଟି ମନରେ ଅସୀମ ଆନନ୍ଦ ଓ ଶୀତଳତା ଭରିଦିଏ। ଏକ ଦିବ୍ୟ ଆଲୋକରେ ଉଦଭାସିତ ଶାନ୍ତ ସ୍ନିଗ୍ଧ ପ୍ରତିମୂର୍ତ୍ତିଟିଏ ମନ ଚକ୍ଷୁରେ ସ୍ଥାନ ପାଆନ୍ତି। ଯାହାଙ୍କ ସ୍ମରଣ ମାତ୍ର ମନର ସମସ୍ତ କ୍ଳାନ୍ତି କ୍ଳେଶ ଓ ଦୁଃଖ ଦୂରୀଭୂତ ହୁଏ। କାହାନ୍ତି ଏବେ ସେହି ଗୁରୁ?

Guest Column
ଆଧୁନିକତାର ସ୍ପର୍ଶରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଓଡ଼ିଆ ଭାଷା ସାହିତ୍ୟ କେବଳ ପ୍ରାଚୀନ ନୁହେଁ, ଏକ ବିଭବଶାଳୀ ଗୌରବମୟ ଐତିହ୍ୟ ବହନ କରିଥାଏ। ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଆ ଭାଷାର ପ୍ରଥମ ପ୍ରଚଳନ ବା ସାହିତ୍ୟର ବିକାଶ ସମୟରେ ଏଥିରେ ବ୍ୟାକରଣଗତ ବ୍ୟବସ୍ଥା ଖଞ୍ଜା ଯାଇନଥିବା ଦେଖାଯାଏ।

Special
କେଉଁ ନଈ ପବିତ୍ର, କେଉଁ କ୍ଷେତ୍ର ତୀର୍ଥ?
କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରାଣି ଚ, ଏତାନି ପୂଣ୍ୟ ତୀର୍ଥାନି ଜଳେସ୍ମିନ୍ ସନ୍ନିଧ୍ୟଂ କୁରୁ। ଏହି ମନ୍ତ୍ର ଜରିଆରେ ସ୍ନାନ ସମୟରେ କୁରୁକ୍ଷେତ୍ର, ଗୟା, ଗଙ୍ଗା, ପ୍ରଭାସ ଓ ପୁଷ୍କର ଆଦି ତୀର୍ଥ କ୍ଷେତ୍ରଙ୍କୁ ଜଳରେ ଉପସ୍ଥିତ ହେବାକୁ ଆବାହନ କରାଯାଏ ଏହି ବିଶ୍ୱାସରେ ଯେ ସେସବୁ ତୀର୍ଥକୁ ଯାଇଁ ଗାଧୋଇବା ଯାହା ସେମାନଙ୍କୁ ସ୍ମରଣ କରି ଏଇଠି ଗାଧୋଇବା ମଧ୍ୟ ସେଇଆ।

International
ମୋଦୀଙ୍କ କୂଟନୀତିରେ ପରମ୍ପରାର ସ୍ପର୍ଶ
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଶ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସୂଚୀତ କରିବାକୁ କୂଟନୈତିକ ଉପହାରଗୁଡ଼ିକୁ ବ୍ୟବହାର କରିଆସୁଛନ୍ତି। ତାଙ୍କ ଉପହାର ଚୟନରେ ଦୁଇଟି ପ୍ରମୁଖ ଯୋଜନା ସମ୍ମିଶ୍ରିତ ହୋଇରହିଥାଏ- ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ (ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦ) ଏବଂ ଭୋକାଲ ଫର ଲୋକାଲ୍।

Culture & Literature
ପୁଣି ସେବାୟତ ବିବାଦ; ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ
ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।