Advertisment

ସାପ ସହିତ ତିରିଶ ବର୍ଷ !

ମଣିଷ କଣ ବିଷଧର ଜନ୍ତୁ ସହ ରହିପାରେ ?

author-image
Manoj Swain

ସାପ ସହିତ ତିରିଶ ବର୍ଷ। ଏକଥା ଶୁଣିବା ପରେ ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ ..କୋଉ ମଣିଷ କଣ ବିଷଧର ଜନ୍ତୁ ସହ ରହିପାରେ କିନ୍ତୁ ବିଶ୍ୱାସ ନହେଲେ ବି ଏହା ସତ । ଘର ଭିତରେ ଯୁଆଡେ ନଜର ବୁଲାଇବେ ସିଆଡେ ଉଇ ହୁଙ୍କା, ସାପ ସହିତ ପୂଜା ପାଉଛନ୍ତି ଭଗବାନ ଶିବ। ପ୍ରତିଦିନ ସାପଙ୍କୁ ଦିଆଯାଉଛି କ୍ଷୀର। ଯଦିଓ ପରିବାର ଲୋକେ ଦାବି କରୁଛନ୍ତି ସାପ କ୍ଷୀର ପିଉଛି କିନ୍ତୁ ଜୀବ ବିଜ୍ଞାନୀ ଏହାକୁ ଖଣ୍ଡନ କରନ୍ତି। ସାପ କେବେ ବି କ୍ଷୀର ପସନ୍ଦ କରେନି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir