Advertisment

ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ

ଏ ବର୍ଷ ଗୁଣ୍ଡିଚା ଯାତ୍ରାରେ ଏକାଧିକ ବିଲକ୍ଷଣ ଓ ବିଶୃଙ୍ଖଳା ପରେ ଚେତିଛି ପ୍ରଶାସନ, ସୁଦୃଢ଼ ହୋଇଛି ବ୍ୟବସ୍ଥା।

author-image
Manoj Swain

ଏ ବର୍ଷ ଗୁଣ୍ଡିଚା ଯାତ୍ରାରେ ଏକାଧିକ ବିଲକ୍ଷଣ ଓ ବିଶୃଙ୍ଖଳା ପରେ ଚେତିଛି ପ୍ରଶାସନ, ସୁଦୃଢ଼ ହୋଇଛି ବ୍ୟବସ୍ଥା। ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରାକୁ ବିନା କୌଣସି ବିଶୃଙ୍ଖଳାରେ ସମାପନ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ଆରମ୍ଭର ସମୟ ଥିଲା ଦିନ ୧୨ଟା। ହେଲେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା ଘଣ୍ଟାଏ ୧୫ ମିନିଟ୍ ଆଗୁଆ ଅର୍ଥାତ ସକାଳ ୧୦ଟା ୪୫ରୁ। ସେହିଭଳି ବେଶ୍ ସଅଳ ସଅଳ ସରିଥିଲା ଛେରାପହଁରା, ଚାରମାଳ ଫିଟା ଓ ଘୋଡ଼ାଲାଗି ଆଦି ନୀତିକାନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Puri Bahuda Yatra