Advertisment

ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ

ଖଦି ବସ୍ତ୍ରରେ ରାମାଲଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୁପା ଖଡ଼ି ପ୍ରିଣ୍ଟ କରାଯାଉଛି।

author-image
Biswajit Samal
Ram lalla

Ram lalla

ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ। ଆସନ୍ତାକାଲିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଥିବା ବେଳେ କାଲିଠାରୁ ରାମ ନବମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରିବେ ବାଲକ ରାମ।

Advertisment

ଅଯୋଧ୍ୟାରେ କାଲିଠାରୁ ରାମ ନବମୀ ପର୍ଯ୍ୟନ୍ତ ବାଲକ ରାମ ସ୍ୱତନ୍ତ୍ର ବସ୍ତ୍ର ପିନ୍ଧିବେ। ଖଦି ବସ୍ତ୍ରରେ ରାମାଲଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୁପା ଖଡ଼ି ପ୍ରିଣ୍ଟ କରାଯାଉଛି। ୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବେ ବାଲକ ରାମ। ରାମ ନବମୀ ଲାଗି ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବାଲକ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ରାମନବମୀ ପାଳନ ଲାଗି ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି କରାଯାଉଛି।

Ram Navami