ଆପଣଙ୍କୁ ଯେକୌଣସି ଜ୍ୱର ହୋଇଥାଉ, ଯଦି ଆପଣ ଥରେ ଏହି ପୀଠକୁ ଆସୁଛନ୍ତି ଆଉ ମାଙ୍କ ନାମ ସ୍ମରଣ କରି ସିଦ୍ଧି ପୋଖରୀରେ ବୁଡ ମାରିବା ସହିତ ମାଙ୍କ ଆଳତି ଧୁଆଁ ପାଉଛନ୍ତି, ତାହେଲେ ଆପଣଙ୍କ ଜ୍ୱର ଭଲ ହୋଇଯିବ। ବିଶ୍ୱାସ ଅବିଶ୍ୱାସର ଏହି କଥା ଭିତରେ ଯିଏ ଆସିଛି ସିଏ ଜାଣିଛି। ପୁରୀ ଜିଲ୍ଲାର କାକଟପୁର-ଅସ୍ତରଙ୍ଗ ରାସ୍ତାରେ ପଡେ ମା ଉକୁଳେଇ ଠାକୁରାଣୀଙ୍କର ଏହି ପୀଠ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Religion
ହବିଷ୍ୟାଳିଙ୍କ ସକାଶେ ଅଢ଼େଇ କୋଟି ମଞ୍ଜୁର
ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ।
Religion
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବଣ୍ଟା ଯାଇଥିଲା ତିରୁପତି ଲଡ଼ୁ
ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତିରୁପତି ମନ୍ଦିରରୁ ଲଡ଼ ଆସିଥିବା ମୁଖ୍ୟ ପୁରୋହିତ କହିଛନ୍ତି।
Religion
ତିରୁପତି ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡ଼ୁ, ବାର୍ଷିକ ଆୟ ୫୦୦ କୋଟି ଟଙ୍କା
ରୋଷଶାଳାରେ ପ୍ରସ୍ତୁତ ହୁଏ ତିରୁପତିଙ୍କ ଲଡ଼ୁ, ଯାହାକୁ 'ପୋତୁ' କୁହାଯାଏ ଏବଂ ପ୍ରସାଦ ପ୍ରସ୍ତୁତ ପ୍ରକ୍ରିୟାକୁ କୁହାଯାଏ 'ଦିତ୍ତମ୍'।
Religion
ଦୁର୍ଗାପୂଜା କଟକଣା; ନମାଜ ଓ ଆଜାନ ପାଠ ବେଳେ ବାଜିବନି ଗୀତ
ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କୁହାଯାଇଛି।
Religion
ନିଆରା ପରମ୍ପରା; ଭଗବାନଙ୍କ ବିରୁଦ୍ଧରେ ରୁଜୁ ହୁଏ ମାମଲା, କୋର୍ଟରେ ମିଳେ ଦଣ୍ଡ
ଭଗବାନ ମନୋବାଞ୍ଛା ପୂର୍ଣ୍ଣ କରିନଥିଲେ ଭକ୍ତ ଅଭିଯୋଗ କରେ। କୁକୁଡ଼ାକୁ ସାକ୍ଷୀ ରଖି ଦିଆଯାଏ ଦଣ୍ଡ।