ପୋଖରୀରେ ଗାଧୋଇଲେ ଜ୍ୱର ଭଲ ହୁଏ ! | Odisha Reporter
ଆପଣଙ୍କୁ ଯେକୌଣସି ଜ୍ୱର ହୋଇଥାଉ, ଯଦି ଆପଣ ଥରେ ଏହି ପୀଠକୁ ଆସୁଛନ୍ତି ଆଉ ମାଙ୍କ ନାମ ସ୍ମରଣ କରି ସିଦ୍ଧି ପୋଖରୀରେ ବୁଡ ମାରିବା ସହିତ ମାଙ୍କ ଆଳତି ଧୁଆଁ ପାଉଛନ୍ତି, ତାହେଲେ ଆପଣଙ୍କ ଜ୍ୱର ଭଲ ହୋଇଯିବ। ବିଶ୍ୱାସ ଅବିଶ୍ୱାସର ଏହି କଥା ଭିତରେ ଯିଏ ଆସିଛି ସିଏ ଜାଣିଛି। ପୁରୀ ଜିଲ୍ଲାର କାକଟପୁର-ଅସ୍ତରଙ୍ଗ ରାସ୍ତାରେ ପଡେ ମା ଉକୁଳେଇ ଠାକୁରାଣୀଙ୍କର ଏହି ପୀଠ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
