Advertisment

ପୋଖରୀରେ ଗାଧୋଇଲେ ଜ୍ୱର ଭଲ ହୁଏ !

ପୁରୀ ଜିଲ୍ଲାର କାକଟପୁର-ଅସ୍ତରଙ୍ଗ ରାସ୍ତାରେ ପଡେ ମା ଉକୁଳେଇ ଠାକୁରାଣୀଙ୍କର ଏହି ପୀଠ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି।

ଅଦ୍ୟତନ ହୋଇଛି
Advertisment

ଆପଣଙ୍କୁ ଯେକୌଣସି ଜ୍ୱର ହୋଇଥାଉ, ଯଦି ଆପଣ ଥରେ ଏହି ପୀଠକୁ ଆସୁଛନ୍ତି ଆଉ ମାଙ୍କ ନାମ ସ୍ମରଣ କରି ସିଦ୍ଧି ପୋଖରୀରେ ବୁଡ ମାରିବା ସହିତ ମାଙ୍କ ଆଳତି ଧୁଆଁ ପାଉଛନ୍ତି, ତାହେଲେ ଆପଣଙ୍କ ଜ୍ୱର ଭଲ ହୋଇଯିବ। ବିଶ୍ୱାସ ଅବିଶ୍ୱାସର ଏହି କଥା ଭିତରେ ଯିଏ ଆସିଛି ସିଏ ଜାଣିଛି। ପୁରୀ ଜିଲ୍ଲାର କାକଟପୁର-ଅସ୍ତରଙ୍ଗ ରାସ୍ତାରେ ପଡେ ମା ଉକୁଳେଇ ଠାକୁରାଣୀଙ୍କର ଏହି ପୀଠ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କର ପ୍ରଗାଢ ବିଶ୍ୱାସ ରହିଛି।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe