ଦୀର୍ଘଦିନର ପ୍ରସ୍ତୁତି। ରାତି ନପାହୁଣୁ ଶିବଙ୍କ ମନ୍ଦିରରେ ପାଣି ଢଳା ହେବ। କେତେ ଆଶା ଓ ଭକ୍ତିର ସହ ଶିବଙ୍କ ନାମ ଜପି ଜପି ମନ୍ଦିର ଆଡ଼କୁ ଆଗେଇ ଚାଲିଥିବା କାଉଡ଼ିଆଙ୍କ ଉପରେ ମାଡ଼ିଯାଇଛି କାର। ଯାହାଦ୍ୱାରା ଶିବଙ୍କ ପାଖରେ ପହଂଚିବା ପୂର୍ବରୁ ହିଁ ଶେଷ ନିଃଶ୍ୱାସ ନେଇଯାଇଛନ୍ତି ୨ ଜଣ କାଉଡ଼ିଆ। ଏବଂ ହସ୍ପିଟାଲ ବେଡ଼ରେ ପଡ଼ିରହିଛନ୍ତି ଆହୁରି ୧୧ ଜଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Religion
ଶ୍ରୀମନ୍ଦିରରେ ସଂଧ୍ୟା ବଦଳରେ ଅପରାହ୍ନରେ ହେବ ଧ୍ୱଜା ବନ୍ଧା
ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବାନା ଶ୍ରୀମନ୍ଦିରରେ ଲାଗିବ।
Religion
'ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ନୁହେଁ'
ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେବାକୁ ନେଇ ଦୁଇ ଜଣଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୁଲିସ।
Religion
ହବିଷ୍ୟାଳିଙ୍କ ସକାଶେ ଅଢ଼େଇ କୋଟି ମଞ୍ଜୁର
ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ।
Religion
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବଣ୍ଟା ଯାଇଥିଲା ତିରୁପତି ଲଡ଼ୁ
ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ତିରୁପତି ମନ୍ଦିରରୁ ଲଡ଼ ଆସିଥିବା ମୁଖ୍ୟ ପୁରୋହିତ କହିଛନ୍ତି।
Religion
ତିରୁପତି ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡ଼ୁ, ବାର୍ଷିକ ଆୟ ୫୦୦ କୋଟି ଟଙ୍କା
ରୋଷଶାଳାରେ ପ୍ରସ୍ତୁତ ହୁଏ ତିରୁପତିଙ୍କ ଲଡ଼ୁ, ଯାହାକୁ 'ପୋତୁ' କୁହାଯାଏ ଏବଂ ପ୍ରସାଦ ପ୍ରସ୍ତୁତ ପ୍ରକ୍ରିୟାକୁ କୁହାଯାଏ 'ଦିତ୍ତମ୍'।