Advertisment

ମୁହଁ ମୋଡ଼ି ପଳାଉଛନ୍ତି, ଟାଣି ଆଣି ବସାଉଛନ୍ତି !

ପରିକ୍ରମା ପ୍ରକଳ୍ପକୁ ଦେଖାଇବା ପାଇଁ ପ୍ରତିଦିନ ରାଜ୍ୟର ବିଭନ୍ନ ସ୍ଥାନରୁ ଗଡୁଛି ବସ୍ ହେଲେ ଯାତ୍ରୀ ବୋହିବା ପାଇଁ ଆସୁଥିବା ବସ୍ ଦେଖିଦେଲେ ମନ ଭାଙ୍ଗି ଯାଉଛି ବୋଲି ଅଭିଯୋଗ କରିଛନ୍ତି ଯାତ୍ରୀ।

author-image
Manoj Swain
ଅଦ୍ୟତନ ହୋଇଛି

କୋରାପୁଟରୁ ମାଆ ମାନେ ଯାଉଛନ୍ତି ଶ୍ରୀ କ୍ଷେତ୍ର ଧାମକୁ । ହେଲେ ସେମାନଙ୍କ ପାଇଁ ଆସିଥିବା ବସ ଦେଖିଦେଲେ ମନ ଭାଙ୍ଗି ଯାଉଛି। ପରିକ୍ରମା ପ୍ରକଳ୍ପକୁ ଦେଖାଇବା ପାଇଁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଡୁଛି ବସ୍ ହେଲେ ଯାତ୍ରୀ ବୋହିବା ପାଇଁ ଆସୁଥିବା ବସ୍ ଦେଖିଦେଲେ ମନ ଭାଙ୍ଗି ଯାଉଛି ବୋଲି ଅଭିଯୋଗ କରିଛନ୍ତି ଯାତ୍ରୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir