Advertisment

ବାବାଙ୍କ ପର୍ଚ୍ଚା ଖୋଲିଦେଲେ ଭକ୍ତ

ରାଜସ୍ଥାରେ ଚାଲିଥିଲା ବାଗେଶ୍ୱର ବାବାରଙ୍କ ଦିବ୍ୟ ଦରବାର। ଯେଉଁଠି ଯୋଗଦେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଯାହାର ପର୍ଚ୍ଚା ଖୋଲିବ, ତାଙ୍କୁ ଡାକିବେ ବାବା। ଆଉ ପାଳି ପଡ଼ିଥିଲା ରାଜସ୍ଥାନର ଜୟପୁରରୁ ଆସିଥିବା ଜଣେ ଅଧ୍ୟାପକଙ୍କର। ଯିଏ ଜଣେ ବିବାହିତ ମୁସଲିମ ମହିଳାଙ୍କୁ ବିବାହ କରିବା ନେଇ ବାବାଙ୍କ ସାମ୍ନାରେ ପ୍ରଶ୍ନ ରଖିଥିଲେ। ଆଉ ବାବା ନିଜ ପର୍ଚ୍ଚାରେ ଆଗୁଆ ତାହାର ପ୍ରଶ୍ନ ଲେଖିକି ରଖିଥିଲେ। ଯେତେବେଳେ ପ୍ରଶ୍ନ ସରିଥିଲା ସେତେବେଳେ ବାବା ଦେଖାଇଥିଲେ। ଦେଖ ତୁମେ ଯାହା ପଚାରିଥିଲ, ତାହା ହିଁ ଲେଖାଯାଇଛି। କିନ୍ତୁ ବାବାଙ୍କ ଲେଖାକୁ ମାନିନଥିଲେ ଏହି ଭକ୍ତ।

Bageshwar Baba Bageswhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe