୧୧ରେ ପାଳନ ହେବ ଇଦ୍

ଆଜି ଚାନ୍ଦ ଦେଖା ନଯିବାରୁ ୧୧ରେ ଇଦ୍ ପାଳିବାକୁ ନିଷ୍ପତ୍ତି ନିଆଯାଇଛି। 

Eid

Representational Image

Jitendra Garnayak
  • Published: Tuesday, 09 April 2024
  • Updated: 09 April 2024, 09:24 PM IST

Sports

Latest News

ଓଡ଼ିଶାରେ ଆସନ୍ତା ୧୧ତାରିଖ ଗୁରୁବାର ପବିତ୍ର ଇଦ୍‌-ଉଲ-ଫିତର ପାଳନ ହେବ । ରାଜ୍ୟର ମୁସଲିମ୍ ସମୁଦାୟର ଲୋକମାନେ ୧୧ତାରିଖରେ ଇଦ୍ ପାଳିବେ ବୋଲି କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ଘୋଷଣା କରିଛନ୍ତି ।

ଆଜି ଚାନ୍ଦ ଦୃଶ୍ୟମାନ ନହେବା ପରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ କୁହାଯାଇଛି ଯେ, ଆଜି ମଙ୍ଗଳବାର ଆକାଶରେ ଚାନ୍ଦ(ଚନ୍ଦ୍ର) ଦେଖାନଯିବା କାରଣରୁ ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଇସଲାମିକ ପରମ୍ପରା ଅନୁସାରେ, ଇଦ୍ ପର୍ବ ପାଳନ ପାଇଁ ଚାନ୍ଦ ଦୃଶ୍ୟମାନ ହେବା ଜରୁରୀ । ଯଦି ପବିତ୍ର ରମଜାନ୍ ମାସର ୨୯ତମ ଦିନରେ ଚାନ୍ଦ ଦୃଶ୍ୟମାନ ନହୁଏ ତା’ହେଲେ ୩୦ତମ ଦିନ ଉପବାସ କରାଯାଏ ଓ ତା’ର ପରଦିନ ଇଦ୍ ଉଲ-ଫିତର ପାଳନ କରାଯାଏ ।

ଅବଶ୍ୟ ସାଉଦିଆରବରେ ବୁଧବାର ଇଦ୍ ପାଳନ କରାଯିବ । କାରଣ ସେଠାରେ ମଙ୍ଗଳବାର ଚାନ୍ଦ ଦୃଶ୍ୟମାନ ହୋଇଛି । ସାଧାରଣତଃ ସାଉଦିଆରବ ଭଳି ମରୁଭୂମି ଥିବା ଦେଶଗୁଡ଼ିକରେ ଇଦ୍ ପାଳନର ଦିନକ ପରେ ଭାରତରେ ଇଦ୍ ପାଳିତ ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story