Advertisment

ପଞ୍ଜିକା ନିର୍ଦ୍ଧାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଚଳିତ ବର୍ଷ ଅଧିବର୍ଷ ପଡୁଥିବାରୁ ସେହି ଅନୁସାରେ ପଣାସଂକ୍ରାନ୍ତିର ଦିନ ଧାର୍ଯ୍ୟହେବ। ପଣାସଂକ୍ରାନ୍ତିରୁ ପଞ୍ଜିକା ଆରମ୍ଭ ହୋଇଥାଏ।

Puri

Puri

Advertisment

ଆଗାମୀ ବର୍ଷର ପଞ୍ଜିକା ନିର୍ଦ୍ଧାରଣ ପାଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

Advertisment

ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଛନ୍ତି। କେଉଁଭଳି ସଠିକ ଭାବେ ୨୦୨୪-୨୫ ପାଇଁ ପଞ୍ଜିକା ପ୍ରସ୍ତୁତ କରାଯିବ। ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ନିର୍ଭୁଲ ଏବଂ ତ୍ରୁଟି ଶୂନ୍ୟ ହେବ ସେ ଉପେ ଗଣନାକାର ମାନଙ୍କ ସହ ଆଲୋଚନା କରାଯାଇଛି।

ଚଳିତ ବର୍ଷ ଅଧିବର୍ଷ ପଡୁଥିବାରୁ ସେହି ଅନୁସାରେ ପଣାସଂକ୍ରାନ୍ତିର ଦିନ ଧାର୍ଯ୍ୟହେବ। ପଣାସଂକ୍ରାନ୍ତିରୁ ପଞ୍ଜିକା ଆରମ୍ଭ ହୋଇଥାଏ।

Advertisment
Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe