ରତ୍ନଭଣ୍ଡାର ଭିତରେ ଅଛି କି ରହସ୍ୟ ସୁଡ଼ଙ୍ଗ ? | Odisha Reporter
ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ଗୁପ୍ତ କୋଠରୀ ? ଭିତର ଭଣ୍ଡାରକୁ ଲାଗି ରହିଛି କି ରହସ୍ୟମୟ ସୁଡ଼ଙ୍ଗ ? ବିଭିନ୍ନ ସମୟରେ ଶ୍ରୀମନ୍ଦିର ଗବେଷକ ଓ ଐତିହାସିକଙ୍କ ମତ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଦବେଳିତ ଏ ସଂଶୟ ଦୂର ପାଇଁ ଉଦ୍ୟମ କରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି। ପୁରୀରେ ବୈଠକ ପରେ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି, ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ବ ଦେଉଛୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
