Advertisment

ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ଗୁପ୍ତ କୋଠରୀ ?

ଭିତର ଭଣ୍ଡାରକୁ ଲାଗି ରହିଛି କି ରହସ୍ୟମୟ ସୁଡ଼ଙ୍ଗ ?

Advertisment

ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ଗୁପ୍ତ କୋଠରୀ ? ଭିତର ଭଣ୍ଡାରକୁ ଲାଗି ରହିଛି କି ରହସ୍ୟମୟ ସୁଡ଼ଙ୍ଗ ? ବିଭିନ୍ନ ସମୟରେ ଶ୍ରୀମନ୍ଦିର ଗବେଷକ ଓ ଐତିହାସିକଙ୍କ ମତ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଦବେଳିତ ଏ ସଂଶୟ ଦୂର ପାଇଁ ଉଦ୍ୟମ କରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି। ପୁରୀରେ ବୈଠକ ପରେ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି, ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ବ ଦେଉଛୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe