Advertisment

କାଲିଠୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ

ବାରମ୍ବାର ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ​

author-image
Tapaswini Nayak
Lingaraj temple

Lingaraj temple

ସେବାୟତଙ୍କବିବାଦ ପାଇଁ କାଲିଠୁଉପାସରେଅଛନ୍ତିମହାପ୍ରଭୁଲିଙ୍ଗରାଜଗତକାଲିମଙ୍ଗଳଆଳତି ପରଠାରୁଆଉଠାକୁରଙ୍କର କୌଣସି ନୀତିକାନ୍ତିହୋଇନାହିଁ।

Advertisment

ଲଙ୍ଗରାଜଙ୍କଏକରଜମିରେବଡୁନିଯୋଗପକ୍ଷରୁଚାଲିଥିବାଦୋକାନଘରନିର୍ମାଣକୁବିରୋଧକରିସେବାକରୁନାହାନ୍ତିବ୍ରାହ୍ମଣପୂଜାପଣ୍ଡାନିଯୋଗତେଣୁ ପ୍ରଶାସନବିନିଦାବିଷ୍ଣୁସାଜିବସିଥିବାରୁକ୍ଷୋଭପ୍ରକାଶକରିଛନ୍ତିଭକ୍ତସବୁବେବନ୍ଦୋବସ୍ତଜମିଶ୍ରୀଲିଙ୍ଗରାଜଙ୍କଖାତାକୁଫେରୁଥିବାବେଳେବଡୁନିଯୋଗଦ୍ୱାରାନିର୍ମାଣାଧୀନଦୋକାନଘରକୁସମ୍ପୂର୍ଣ୍ଣକରିବାକୁକେମିତିହାଇକୋର୍ଟରୁଅନୁମତିମିଳିଛିବୋଲିପ୍ରଶ୍ନକରିଛିବ୍ରାହ୍ମଣପୂଜାପଣ୍ଡାନିଯୋଗ

ପୂର୍ବରୁଏହାକୁଅନ୍ୟନିଯୋଗଚ୍ୟାଲେଂଜକରିବାଫଳରେଦୋକାନଘରନିର୍ମାଣକାମବନ୍ଦରହିଥିଲାହେଲେହାଇକୋର୍ଟକିଭଳିଏହାକୁପୁଣିଚାଲୁପାଇଁଅଦେଶଦେଲେବୋଲିପ୍ରଶ୍ନଉଠାଇଛିବଡୁନିଯୋଗ। ଅନ୍ୟପକ୍ଷରେ ବାରମ୍ବାରଲିଙ୍ଗରାଜଙ୍କନୀତିବନ୍ଦନେଇଭକ୍ତମହଲରେପ୍ରବଳଅସନ୍ତୋଷପ୍ରକାଶପାଇଛି

Advertisment
Bhubaneswar Lingaraj Temple]