Advertisment

କିଣା ଚାଉଳରେ ଖେଚୁଡ଼ି କରିଦେଲେନି ତ ?

ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ !

ଅଦ୍ୟତନ ହୋଇଛି
Advertisment

ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ ! ଶ୍ରୀଜଗନ୍ନାଥଙ୍କ ପାଖରେ ଖେଚୁଡି ଲାଗିହେବା ପରେ ଭକ୍ତଙ୍କୁ ପ୍ରଦାନ କରାଯାଉଛି ଖେଚୁଡି। ଓଡିଶାର ପୁରପଲ୍ଲୀରୁ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମହାଯଜ୍ଞ ପାଇଁ ଅର୍ପଣ କରିଥିଲେ ଚାଉଳ, ନଡିଆ ଓ ଗୁଆ। ସେପଟେ ଆଜି ମାନ ନିର୍ଦ୍ଧାରଣ କମିଟିରେ ଥିବା ଦାମୋଦର ମହାସୁଆର କହିଛନ୍ତି, ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି। କାଲି ଜଣାପଡ଼ି ନଥିଲା, ଆଜି ଭିନ୍ନ ଭିନ୍ନ ବସ୍ତାରେ ଉଷୁନା ଥିବା ଜଣାପଡ଼ିଛି।

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe