Advertisment

ଶେଷ ହେଲା ପ୍ରତୀକ୍ଷା, ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର

ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର ।

author-image
Manoj Swain

୪୬ ବର୍ଷ ପରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ଆଜି ରତ୍ନ ଭଣ୍ଡାରର ଅନୁଧ୍ୟାନ ଚାଲିଛି । ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ଏହି ଅବସରରେ ମହାପ୍ରଭୁଙ୍କ ଜଣେ ପ୍ରଧାନୀ ସେବକ କଣ କହିଛନ୍ତି ଶୁଣନ୍ତୁ । 

Advertisment
Odisha Puri Shreemandir Ratna Bhandar