`ରତ୍ନଭଣ୍ଡାରରେ ରହିଛି କଙ୍କାଳ ଓ ମଣିଷ ମୁଣ୍ଡ’ | Odisha Reporter
Advertisment
୪୬ ବର୍ଷ ପରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ଆଜି ରତ୍ନ ଭଣ୍ଡାରର ଅନୁଧ୍ୟାନ ଚାଲିଛି । ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ଏହି ଅବସରରେ ମହାପ୍ରଭୁଙ୍କ ଜଣେ ପ୍ରଧାନୀ ସେବକ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us