1978 ମସିହା ଗଣତିରେ କ\'ଣ ମିଳିଥିଲା ? | Odisha Reporter
୪୬ ବର୍ଷ ପୂର୍ବେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା । ସେ ସମୟରେ ରତ୍ନ ଅଳଙ୍କାରର ତାଲିକା କରିବା ପାଇଁ ୭୧ ଦିନ ଲାଗିଥିଲା । ୬ ଜଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ଚଳତି ଭଣ୍ଡାର ଏବଂ ଦ୍ୱିତୀୟ ରତ୍ନଭଣ୍ଡାରର ତାଲିକା ହୋଇଥିଲା । ହେଲେ ତୃତୀୟ ରତ୍ନଭଣ୍ଡାରର ଗଣତି ହୋଇ ପାରିନଥିଲା । ତେବେ ସେ ସମୟରେ କଣ ମିଳିଥିଲା ସେନେଇ ଐତିହ୍ୟ ବିଷାରଦ ସୁରେନ୍ଦ୍ର କୁମାର ମିଶ୍ର କଣ କହୁଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
