Advertisment

୧୯୭୮ ମସିହା ଗଣତିରେ କ'ଣ ମିଳିଥିଲା ?

୪୬ ବର୍ଷ ପୂର୍ବେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା । ସେ ସମୟରେ ରତ୍ନ ଅଳଙ୍କାରର ତାଲିକା କରିବା ପାଇଁ ୭୧ ଦିନ ଲାଗିଥିଲା ।

Advertisment

୪୬ ବର୍ଷ ପୂର୍ବେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିଲା । ସେ ସମୟରେ ରତ୍ନ ଅଳଙ୍କାରର ତାଲିକା କରିବା ପାଇଁ ୭୧ ଦିନ ଲାଗିଥିଲା । ୬ ଜଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ଚଳତି ଭଣ୍ଡାର ଏବଂ ଦ୍ୱିତୀୟ ରତ୍ନଭଣ୍ଡାରର ତାଲିକା ହୋଇଥିଲା । ହେଲେ ତୃତୀୟ ରତ୍ନଭଣ୍ଡାରର ଗଣତି ହୋଇ ପାରିନଥିଲା । ତେବେ ସେ ସମୟରେ କଣ ମିଳିଥିଲା ସେନେଇ ଐତିହ୍ୟ ବିଷାରଦ ସୁରେନ୍ଦ୍ର କୁମାର ମିଶ୍ର କଣ କହୁଛନ୍ତି ଶୁଣନ୍ତୁ ।

Advertisment
Odisha Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe