ଝଡ଼ବର୍ଷା ରାତିରେ ବାଟ ଦେଖାଇଲେ ମାଆ !

ଶଙ୍ଖକ୍ଷେତ୍ର ପୁରୀ ଯାଉଥିବା ପ୍ରତିଟି ଶ୍ରଦ୍ଧାଳୁ ଏଇଠି ଅଟକିଯାଆନ୍ତି । ସେ ଯେକୌଣସି ବି ଯାନରେ ହେଉ ମାଆ ପାଖେ ହାତ ଯୋଡି ଦିଅନ୍ତି ।

Manoj Swain
  • Published: Thursday, 11 July 2024
  • Updated: 11 July 2024, 06:14 PM IST

Sports

Latest News

ଠିକ ପୁରୀରୁ 7 କିଲୋମିଟର ପଛକୁ ରହିଛନ୍ତି ମାଆ ବାଟ ମଙ୍ଗଳା । ବାଟରେ ଜଗି ବସିଛନ୍ତି ମାଆ । ଶଙ୍ଖକ୍ଷେତ୍ର ପୁରୀ ଯାଉଥିବା ପ୍ରତିଟି ଶ୍ରଦ୍ଧାଳୁ ଏଇଠି ଅଟକିଯାଆନ୍ତି । ସେ ଯେକୌଣସି ବି ଯାନରେ ହେଉ ମାଆ ପାଖେ ହାତ ଯୋଡି ଦିଅନ୍ତି । ଶ୍ରୀକ୍ଷେତ୍ର ପୁରୀକୁ ବାଟ ଦେଖାଉଥିବା ମାଆ । ପ୍ରତିଟି ବାଟୋଇଙ୍କୁ କାଳିଆ ମନ୍ଦିରକୁ ରାସ୍ତା ଦେଖାଉଥିବା ମାଆ । ଦେଖନ୍ତୁ ପୂରା ରିପୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos