ଠିକ ପୁରୀରୁ 7 କିଲୋମିଟର ପଛକୁ ରହିଛନ୍ତି ମାଆ ବାଟ ମଙ୍ଗଳା । ବାଟରେ ଜଗି ବସିଛନ୍ତି ମାଆ । ଶଙ୍ଖକ୍ଷେତ୍ର ପୁରୀ ଯାଉଥିବା ପ୍ରତିଟି ଶ୍ରଦ୍ଧାଳୁ ଏଇଠି ଅଟକିଯାଆନ୍ତି । ସେ ଯେକୌଣସି ବି ଯାନରେ ହେଉ ମାଆ ପାଖେ ହାତ ଯୋଡି ଦିଅନ୍ତି । ଶ୍ରୀକ୍ଷେତ୍ର ପୁରୀକୁ ବାଟ ଦେଖାଉଥିବା ମାଆ । ପ୍ରତିଟି ବାଟୋଇଙ୍କୁ କାଳିଆ ମନ୍ଦିରକୁ ରାସ୍ତା ଦେଖାଉଥିବା ମାଆ । ଦେଖନ୍ତୁ ପୂରା ରିପୋର୍ଟ ।