15 ଦିନରେ ଆସିଲା 13 କୋଟି | Ayodhya Ram Temple Draws Crowds, Donations Soar | Odisha Reporter
Advertisment
ଦିନ ଯେତିକି ଗଡ଼ୁଛି ଅଯୋଧ୍ୟା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ସେତିକି ବଢ଼ୁଛି। ସାରା ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ 2 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରୁଛନ୍ତି। ଏବେ ପର୍ଯ୍ୟନ୍ତ 15ଦିନରେ 30ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଯାଇ ରାମଙ୍କ ଦର୍ଶନ କରି ସାରିଲେଣି। ଭିଡ଼ ଯେମିତି ଦାନ ବି ସେମିତି ଆକାରରେ ମିଳୁଛି। ମାତ୍ର 15ଦିନରେ 12କୋଟି 80ଲକ୍ଷ ଦାନ ମିଳି ସାରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us