କେତେ ବଡ଼ କୋଠରୀ ରତ୍ନ ଭଣ୍ଡାର? || Ratna Bhandar || Puri Srimandir || Jay Jagannath || Odisha Reporter
ଖୋଲିଲା ଭିତର ରତ୍ନଭଣ୍ଡାର। ଗତକାଲି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି।ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ୧୧ ଜଣ ଟିମ୍ ଗୁରୁବାର ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ ଓ ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ତେବେ ଆମ ବ୍ରହ୍ମାଣ୍ଡ ଠାକୁରଙ୍କ କେତେ ବଡ଼ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ କ'ଣ କ'ଣ ରହିଛି ? କେମିତି ଦେଖାଯାଏ ଭିତର ପାର୍ଶ୍ବ ? ଭିତର ରତ୍ନଭଣ୍ଡାର ରହସ୍ୟ ଖୋଲିଲେ ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
